25.1 C
Bhubaneswar
Monday, October 21, 2024
Homeବଲିଉଡଏହି ଦିନ ହେବ ବଡେ ମିୟାଁ ଛୋଟେ ମିୟାଁର ରିଲିଜ

ଏହି ଦିନ ହେବ ବଡେ ମିୟାଁ ଛୋଟେ ମିୟାଁର ରିଲିଜ

ମୁମ୍ବାଇ: ବଡେ ମିୟାଁ ଓ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖକୁ ଅପେକ୍ଷା କରି ବସିଛନ୍ତି ଦର୍ଶକ । ବୁଧବାର ଅକ୍ଷୟ କୁମାର ଏହା ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହା ଏବେ ଏପ୍ରିଲ ୨୦୨୪ ଇଦ ଅବସରରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇଛି । ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକତ୍ର ଅଭିନୟ କରୁଛନ୍ତି । ଅକ୍ଷୟ ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଏବେ ବଡେ ଔର ଛୋଟେ କୋ ମିଲନେ କା ସମୟ ଆ ଗୟା । ଏଥିସହ ସେ ଟାଇଗରଙ୍କ ସହ ଏକ ଷ୍ଟାଇଲିଶ ଫଟୋ ମଧ୍ୟ ଶେୟାର କରିଛନ୍ତି । ସେ ଏହା ଶେୟାର କରିବା ପରେ ଖୁବ କମ ସମୟ ମଧ୍ୟରେ ଏହି ପୋଷ୍ଟ ଭାଇରାଲ ହୋଇ ଯାଇଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ଆଉ ମାତ୍ର ୩ ମାସ ସମୟ ରହିଲା । ସାଉଥ ସୁପରଷ୍ଟାର ପୃଥ୍ୱୀରାଜ ସୁକୁମାରନ ଏହି ଫିଲ୍ମରେ ଖଳନାୟକ ଭୂମିକା କରିବା ଆଉ ଏକ ଆକର୍ଷର୍ରହିଛି । ସୋନାକ୍ଷୀ ସିହ୍ନା, ମାନୁଷୀ ଛିଲ୍ଲାର ଓ ଆଲୟା ମଧ୍ୟ ଏଥିରେ ଅଭିନୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking