ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା । ଓଡିଶାରୁ ୧୩ ଜଣ ପାଇବେ ରାଷ୍ଟ୍ରପତି ପୁଲିସ ପଦକ । ପୁଲିସ ମେଡାଲ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ । ୧୫ ପୁଲିସ କର୍ମଚାରୀଙ୍କୁ ମିଳିବ ଉକୃଷ୍ଟ ସେବା ପଦକ ।