18.1 C
Bhubaneswar
Saturday, November 23, 2024
Homeଓଡିଶାଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି: ବିଜେପି-୭୮,ବିଜେଡି-୫୧,କଂଗ୍ରେସ ୧୪

ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି: ବିଜେପି-୭୮,ବିଜେଡି-୫୧,କଂଗ୍ରେସ ୧୪

ଭୁବନେଶ୍ୱର: ଖୋଲିଲା ବିଜେପିର ଭାଗ୍ୟର ପେଡ଼ି । ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି । ଓଡ଼ିଶାର ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ହାତେଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି । ଫଳରେ ମୁଖ୍ୟମନ୍ତ୍ରୀ ଭାବେ ୨୫ ବର୍ଷ ରେକର୍ଡ କରିବାରୁ ବଞ୍ଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ । କାରଣ ନେତା ପାଇଁ ଜନତା ହିଁ ଶ୍ରେଷ୍ଠ ‘ଜନାର୍ଦ୍ଦନ’ ।
ଗଣତି ଆରମ୍ଭରୁ ଅଧିକାଂଶ ଆସନରେ ବିଜେପି ପ୍ରାର୍ଥୀଙ୍କ ଦବ୍‌ଦବା ରହିଥିଲା । କେଉଁଠି ୧୮ ରାଉଣ୍ଡ ତ କେଉଁଠି ୨୨ ରାଉଣ୍ଡ ଓ ଆଉ କେଉଁଠି ୩୧ ରାଉଣ୍ଡରେ ଶାସକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟପିଯାଇଥିଲେ ବିଜେପି ପ୍ରାର୍ଥୀ । ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ବ୍ରହ୍ମପୁର ଆସନରୁ ରମେଶ ଚ୍ୟାଉ ପଟ୍ଟନାୟକ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ଟିଟିଲାଗଡ଼ରୁ ମନ୍ତ୍ରୀ ଟୁକୁନି ସାହୁ, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ସୁକିନ୍ଦାରୁ ପ୍ରତିରଞ୍ଜନ ଘଡ଼ାଇ ପ୍ରମୁଖ ଚିଚ୍‌ପଟାଙ୍ଗ ମାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବଡ଼ମ୍ବାରୁ ଜଣେ ଅପରଚିତ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ୨୩,୪୭୯ ଭୋଟ୍‌ରେ ଭେଟେରାନ ନେତା ଦେବୀ ମିଶ୍ରଙ୍କୁ ହରାଇବେ ବୋଲି କେହି କେବେ ବିଶ୍ୱାସ କରି ପାରୁନାହାନ୍ତି । ସେହିପରି ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଓ ମାହାଙ୍ଗାରେ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ଜେନା ଶାସକ ନେତାଙ୍କୁ ହରାଇ ଚର୍ଚ୍ଚିତ ହୋଇଛନ୍ତି ।
ଜାଣନ୍ତୁ କିଏ କେଉଁଠୁ ଜିତିଲେ….
ବିଜେପି ବିଧାୟକ
୧.ବିଜେପୁର-ସନତ କୁମାର ଘରତିଆ
୨.ବରଗଡ-ଅଶ୍ୱିନୀ କୁମାର ଷଡଙ୍ଗୀ
୩.ଅତାବିରା-ନିହାର ରଞ୍ଜନ ମହାନନ୍ଦ
୪.ଭଟ୍ଟଲି-ଇରାଶିଷ ଆଚାର୍ଯ୍ୟ
୫.ବ୍ରଜରାଜନଗର-ସୁରେଶ ପୂଜାରୀ
୬.ଝାରସୁଗୁଡା-ଚଙ୍କଧର ତ୍ରିପାଠୀ
୭.ତଳସରା-ଭବାନୀ ଶଙ୍କର ଭୋଇ
୮.ରଘୁନାଥପଲ୍ଲୀ-ଦୁର୍ଗାଚରଣ ତନ୍ତୀ
୯.କୁଚିଣ୍ଡା-ରବି ନାରାୟଣ ନାୟକ
୧୦. ସମ୍ବଲପୁର-ଜୟନାରାୟଣ ମିଶ୍ର
୧୧.ତେଲକୋଇ-ଡ. ଫକୀର ମୋହନ ନାୟକ
୧୨.ପାଟଣା-ଅଖିଲ ଚନ୍ଦ୍ର ନାୟକ
୧୩.କେନ୍ଦୁଝର-ମୋହନ ଚରଣ ମାଝୀ
୧୪.ଯଶୀପୁର-ଗଣେଶ ରାମ ସିଂ ଖୁଣ୍ଟିଆ
୧୫.ସାରସକଣା-ଭଦେବ ହାସଂଦା
୧୬.ରାଇରଙ୍ଗପୁର-ଜଲେନ ନାୟକ
୧୭.ବାଙ୍ଗିରୀପୋଷି-ସଞ୍ଜଳୀ ମୁର୍ମୁ
୧୮.କରଞ୍ଜିଆ-ପଦ୍ମଚରଣ ହାଇବୁରୁ
୧୯.ଉଦଳା-ଭାସ୍କର ମଡେଇ
୨୦.ବଡସାହି-ସନାତନ ବିଜୁଳି
୨୧.ବାରିପଦା-ପ୍ରକାଶ ସୋରେନ
୨୨.ମୋରଡା-ଡ. କୃଷ୍ଣଚନ୍ଦ୍ର ମହାପାତ୍ର
୨୩.ବାଲେଶ୍ୱର-ମାନସ କୁମାର ଦତ୍ତ
୨୪.ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ
୨୫.ନୀଳଗିରି-ସନ୍ତୋଷ ଖଟୁଆ
୨୬.ସିମୁଳିଆ-ପଦ୍ମଲୋଚନ ପଣ୍ଡା
୨୭.ଭଦ୍ରକ-ସୀତାଂଶୁ ଶେଖର ମହାପାତ୍ର
୨୮.ଧାମନଗର-ସୂର୍ଯ୍ୟବଂଶୀ ସୂରଜ
୨୯.ବଡଚଣା-ଅମର କୁମାର ନାୟକ
୩୦.କୋରେଇ-ଆକାଶ ଦାସ ନାୟକ
୩୧.ସୁକିନ୍ଦା-ପ୍ରଦୀପ ବଳସାମନ୍ତ
୩୨.ଡେଙ୍କାନାଳ-କୃଷ୍ଣଚନ୍ଦ୍ର ପାତ୍ର
୩୩.ହିନ୍ଦୋଳ-ସୀମାରାଣୀ ନାୟକ
୩୪.କାମାକ୍ଷାନଗର-ଶତ୍ରୁଘ୍ନ ଜେନା
୩୫.ପରଜଙ୍ଗ-ବିଭୂତି ଭୂଷଣ ପ୍ରଧାନ
୩୬.ପାଲଲହଡା-ଅଶୋକ ମହାନ୍ତି
୩୭.ଅନୁଗୁଳ-ପ୍ରତାପ ଚନ୍ଦ୍ର ପ୍ରଧାନ
୩୮.ଛେଣ୍ଡିପଦା-ଅଗସ୍ତି ବେହେରା
୩୯.ବୀରମହାରାଜପୁର-ରଘୁନାଥ ଜଗଦଳା
୪୦. ଲୋଇସିଂଘା-ମୁକେଶ ମହାଲିଙ୍ଗ
୪୧.ପାଟଣାଗଡ-କନକ ବର୍ଦ୍ଧନ ସିଂହଦେଓ
୪୨.ଟିଟଲାଗଡ-ନବୀନ କୁମାର ଜୈନ
୪୩.କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ
୪୪.ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ
୪୫,ଝରିଗାଁ-ନରସିଂହ ଭଦ୍ରା
୪୬.ନବରଙ୍ଗପୁର-ଗୌରିଶଙ୍କର ମାଝୀ
୪୭.ଧର୍ମଗଡ-ସୁଧୀର ରଞ୍ଜନ ପାଟ୍ଟଯାଶୀ
୪୮.ଫୁଲବାଣୀ-ଉମାଚରମ ମଲ୍ଲୀକ
୪୯.କଣ୍ଟାମାଳ-କହ୍ନେଇ ଚରଣ ଡାଙ୍ଗ
୫୦.ବୌଦ୍ଧ-ସରୋଜ କୁମାର ପ୍ରଧାନ
୫୧.ନିଆଳୀ-ଛବି ମଲ୍ଲୀକ
୫୨.କଟକ-ସଦର-ପ୍ରକାଶ ଚନ୍ଦ୍ର ସେଠୀ
୫୩.ମହାକାଳପଡା-ଦୁର୍ଗାପ୍ରସନ୍ନ ନାୟକ
୫୪.ପାରାଦୀପ-ସମ୍ପଦ ରନ୍ଦ୍ର ସ୍ୱାଇଁ
୫୫.ଜଗତସିଂହପୁର-ଅମରେନ୍ଦ୍ର ଦାସ
୫୬.ନିମାପଡା-ପ୍ରଭାତୀ ପରିଡା
୫୭.ବ୍ରହ୍ମଗିରି-ଉପାସନା ମହାପାତ୍ର
୫୮.ସତ୍ୟବାଦୀ-ଓମପ୍ରକାଶ ମିଶ୍ର
୫୯.ପିପିଲି-ଆଶ୍ରୀତ ପଟ୍ଟନାୟକ
୬୦.ଏକାମ୍ର-ଭୁବନେଶ୍ୱର-ବାବୁ ସିଂ
୬୧.ଖୋର୍ଦ୍ଧା-ପ୍ରଶାନ୍ତ କୁମାର ଜଗଦେବ
୬୨.ଚିଲିକା-ପୃଥ୍ୱୀରାଜ ହରିଚନ୍ଦନ
୬୩.ରଣପୁର-ସୁରମା ପାଢୀ
୬୪.ଖଣ୍ଡପଡା-ଦୁଷ୍ମନ୍ତ କୁମାର ସ୍ୱାଇଁ
୬୫.ଭଞ୍ଜନଗର-ପ୍ରଦୁ୍ୟମ୍ନ କୁମାର ନାୟକ
୬୬.ପୋଲସରା-ଗୋକୁଳାନନ୍ଦ ମଲ୍ଲୀକ
୬୭.କବିସୂର୍ଯ୍ୟନଗର-ପ୍ରତାପ ଦନ୍ଦ୍ର ନାୟକ
୬୮.ଖଲ୍ଲୀକୋଟ-ପୁର୍ଣ୍ଣଚନ୍ଦ୍ର ସେଠୀ
୬୯.ଛତ୍ରପୁର-କୃଷ୍ଣଚନ୍ଦ୍ର ନାୟକ
୭୦.ଆସ୍କା-ସରୋଜ କୁମାର ପାଢୀ
୭୧.ସୋରଡା-ନୀଳମଣି ବିସୋଇ
୭୨.ଗୋପାଳପୁର-ବିଭୂତି ଭୂଷଣ ଜେନା
୭୩.ବ୍ରହ୍ମପୁର-କେ.ଅନୀଲ କୁମାର
୭୪.ଦିଗପହଣ୍ଡି-ସିଦ୍ଧାନ୍ତ ମହାପାତ୍ର
୭୫.ଚିକିଟୀ-ମନୋରଞ୍ଜନ ଦିଆନ ସାମନ୍ତରା
୭୬.କୋଟପାଡ-ରୂପ ଭଦ୍ରା
୭୭.କୋରାପୁଟ-ରଘୁରାମ ମାଛ
୭୮.ମାଲକାନାଗିରି-ନରସିଂହ ମାଡକାମି

ବିଜେଡି ବିଧାୟକ

୧) ଚମ୍ପୁଆ – ସନାତନ ମହାକୁଡ଼
୨) ଘଷିପୁର – ବଦ୍ରିନାରାୟଣ ପାତ୍ର
୩) ଆନନ୍ଦପୁର- ଅଭିମନ୍ୟୁ ସେଠୀ
୪) ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ
୫) ଦେବଗଡ଼- ରୋମଞ୍ଚା ରଞ୍ଜନ ବିଶ୍ୱାଳ
୬) ଆଠମଲ୍ଲିକ- ନଳୀନ କାନ୍ତ ପ୍ରଧାନ
୭) ରେଙ୍ଗାଲୀ- ସୁଦର୍ଶନ ହରିପାଲ
୮) ସୁନ୍ଦରଗଡ- ଯୋଗେଶ କୁମାର ସିଂ
୯) ବୀରମିତ୍ରମୁର- ରୋହିତ ଯୋଶେଫ ତିର୍କୀ
୧୦) ରାଉରକେଲା- ସାରଦା ପ୍ରସାଦ ନାୟକ
୧୧) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
୧୨)ଭୋଗରାଇ-ଗୌତାମବୁଦ୍ଧ ଦାସ
୧୩) ବସ୍ତା -ସୁବାଷିନୀ ଜେନା
୧୪) ବାଙ୍କୀ – ଦେବୀ ରଞ୍ଜନ ତ୍ରିପାଠି
୧୫) ଚୌଦ୍ୱାର(କଟକ)- ସୌଭିକ୍ ବିଶ୍ୱାଳ
୧୬) ସାଲେପୁର- ପ୍ରଶାନ୍ତ ବେହେରା
୧୭) କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା
୧୮) ଆଳି – ପ୍ରତାପ କେଶରୀ ଦେବ
୧୯) ରାଜନଗର- ଧୁବଚରଣ ସାହୁ
୨୦) ପାଟକୁରା – ଅରବିନ୍ଦ ମହାପାତ୍ର
୨୧) ତ୍ରିର୍ତ୍ତୋଲ- ରମାକାନ୍ତ ଭୋଇ
୨୨) ବାଲିକୁଦା-ଏରସମା- ସାରଦା ପ୍ରସନ୍ନ ଜେନା
୨୩)କାକଟପୁର- ତୁଷାରକାନ୍ତି ବେହେରା
୨୪) ସୋର- ମାଧବ ଧଡ଼ା
୨୫)ଚାନ୍ଦବାଲି – ବ୍ୟୋମକେଶ ରାୟ
୨୬)ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
୨୭) ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ
୨୮) ଯାଜପୁର- ସୁଜାତା ସାହୁ
୨୯) ଡାବୁଗାଁ- ମେନୋହର ରନ୍ଧାରୀ
୩୦) ବାଲିଗୁଡ଼ା- ଚକ୍ରମଣି କହଁର
୩୧) ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା
୩୨) ତାଳଚେର- ବ୍ରଜକିଶୋର ପ୍ରଧାନ
୩୩) ସୋନପୁର- ନିରଞ୍ଜନ ପୂଜାରୀ
୩୪) ବଲାଙ୍ଗିର- କଳିକେଶ ନାରାୟଣ ସିଂହଦେଓ
୩୬)ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ
୩୭) ଖରିଆର – ଅଧିରାଜମୋହନ ପାଣିଗ୍ରାହୀ
୩୮) ଲାଞ୍ଜିଗଡ଼ – ପ୍ରଦୀପ କୁମାର ଦିଶାରୀ
୩୯) ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର
୪୦)ନର୍ଲା- ମନୋରାମା ମହାନ୍ତି
୪୧) ପୁରୀ – ସୁନୀଲ କୁୂମାର ମହାନ୍ତି
୪୨) ନୟାଗଡ଼- ଅରୁଣ ସାହୁ
୪୩)ଜୟଦେବ- ନବକିଶୋର ମଲ୍ଲିକ
୪୪) ଭୁବନେଶ୍ୱର(ମଧ୍ୟ) – ଅନନ୍ତ ନାରାୟଣ ଜେନା
୪୫)ଭୁବନେଶ୍ୱର (ଉତ୍ତର) -ସୁଶାନ୍ତ କୁମାର ରାଉତ
୪୬)ଜଟଣୀ- ବିଭୁତି ଭୁଷଣ ବଳବନ୍ତରାୟ
୪୭) ବେଗୁନିଆ- ପ୍ରଦୀପ କୁମାର ସାହୁ
୪୮) ହିଞ୍ଜିଳି- ନବୀନ ପଟ୍ଟନାୟକ
୪୯) ପାରଳାଖେମୁଣ୍ଡି- ରୂପେଶ କୁମାର ପାଣିଗ୍ରାହୀ
୫୦ ) ପଦ୍ମପୁର : ବର୍ଷା ସିଂହ ବରିହା
୫୧) ଆନନ୍ଦପୁର- ଅଭିମନ୍ୟୁ ସେଠୀ

କଂଗ୍ରେସ ବିଧାୟକ
୧) ରାଜଗାଙ୍ଗପୁର – ସି. ଏସ୍ ରାଜେନ୍ ଏକା
୨) ବାସୁଦେବପୁର – ଅଶୋକ କୁମାର ଦାସ
୩) ଭବାନୀପାଟଣା – ସାଗର ଚନ୍ଦ୍ର ଦାସ
୪) ଜି. ଉଦୟଗିରି – ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
୫) ବାରବାଟି-କଟକ – ସୋଫିଆ ଫିର୍‌ଦୋସ
୬)ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା
୭) ମୋହନା – ଦାଶରଥି ଗମାଙ୍ଗୋ
୮) ଗୁଣୁପୁର – ସତ୍ୟଜିତ ଗମାଙ୍ଗୋ
୯) ବିଷମକଟକ – ନୀଳମାଧମ ହିକକା
୧୦) ରାୟଗଡ଼ା – କାଦରକା ଆପଲ ସ୍ୱାମୀ
୧୧) ଲକ୍ଷ୍ମୀପୁର – ପାର୍ବତୀ ସଉଁତ
୧୨) ଜୟପୁର – ତାରା ପ୍ରସାଦ ବାହିନୀପତି
୧୩) ପଟ୍ଟାଙ୍ଗୀ – ରାମ ଚନ୍ଦ୍ର କାଡରାମା
୧୪) ଚତ୍ରକୋଣ୍ଡା – ମଙ୍ଗୁ ଖିଲା

ସ୍ୱାଧୀନ ବିଧାୟକ
୧)ଧର୍ମଶାଳା – ହିମାଂଶୁ ଶେଖର ସାହୁ
୨) ମାହାଙ୍ଗା – ସାରଦା ପ୍ରସାଦ ପ୍ରଧାନ
୩) ବଡ଼ମ୍ବା – ବିଜୟ କୁମାର ଦଳ ବେହେରା

ସିପିଆଇଏମ୍ ବିଧାୟକ
୧) ବୋଣାଇ – ଲକ୍ଷ୍ମଣ ମୁଣ୍ଡା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking