25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ କୌଣସି ଆନ୍ଦୋଳନ ହେବନି: ମନ୍ତ୍ରୀ

ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ କୌଣସି ଆନ୍ଦୋଳନ ହେବନି: ମନ୍ତ୍ରୀ

ଭୁୁବନେଶ୍ୱର:ଲକ୍ଷ୍ମୀ ବସ ଚଳାଚଳକୁ ନେଇ ହେବନି କୌଣସି ଆନ୍ଦୋଳନ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ । ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି । ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଦେବେ । ବସ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବା । ବସ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦଷ୍ଟି ଦିଆଯିବ । ଏନେଇ କୌଣସି ଆଲୋଚନା କରାଯିବନି ବରଂ ଆଲୋଚନାରେ ହିଁ ସମସ୍ୟା ସମାଧାନ ହେବ । ଯେଉଁଠି ବସ ଚାଲୁନଥିଲା ସେଠି ଆମେ ବସ ଚଳାଇଛୁ ବୋଲି କହିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking