ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ସବୁ ଧରାପଡିବେ କହିଲେ ଧର୍ମେନ୍ଦ୍ର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ଏଠାକାର ମନ୍ତ୍ରୀ , ବିଧାୟକ ମାନେ ଖମି କାରବାରରେ ଲିପ୍ତ ଅଛନ୍ତି । କେତେକ ତ ନାଗ ଫାଶ ଜାଲରେ ପଡିସାରିଲେଣି । ତଳତଳିଆ ଟଙ୍କା ନେଉଛନ୍ତି , ବଡ ସବୁ ନାଗ ଫାଶରେ ପଡିଛନ୍ତି । ଗଣମାଧ୍ୟମରୁ ଜାଣିଲି , ଏଜେନ୍ସି ଦିଲ୍ଲୀରୁ ତଦାରଖ ଆରମ୍ଭ କଲେଣି । ତଦନ୍ତ ହେବ , ସବୁ ଧରା ପଡିବେ , କେହି ନିସ୍ତାର ପାଇବେନି ।
ରାଜଧାନୀରୁ ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ