ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ, ଦୃଢ ପ୍ରତିବାଦ କରୁଛି କହିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ବିଶ୍ୱରେ ଚାରି ଧାମ ମଧ୍ୟରୁ ଗୁରୁତ୍ୱପୂଣ୍ଣ ଜଗନ୍ନାଥ ଧାମ ପୁରୀ ।