26.1 C
Bhubaneswar
Saturday, March 15, 2025
Homeଓଡିଶାରାଜ୍ୟରେ  ଅଛନ୍ତି ୧, ୪୩ ହଜାର ୬୯୨ କୁଷ୍ଠ ରୋଗୀ

ରାଜ୍ୟରେ  ଅଛନ୍ତି ୧, ୪୩ ହଜାର ୬୯୨ କୁଷ୍ଠ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୨ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନରେ  ସ୍ୱାସ୍ଥ୍ୟମନ୍ତ୍ରୀ  ଉତ୍ତର ରଖିଛନ୍ତି । ୨୦୦୬ -୦୭ରେ ୫୦୮୮ କୁଷ୍ଠ ରୋଗୀ ଥିଲେ । ୨୦୧୮ -୧୯ରେ ସର୍ୱାଧିକ ୧୦ ହଜାର ୭୮୬ ଥିଲେ । ୨୦୨୩ – ୨୪  ୮୩୯୬ ରୋଗୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking