ବ୍ରହ୍ମପୁର : ଜିଲ୍ଲାପାଳ , ଏସପିଙ୍କ ଆଗରେ ବିଷ ପିଇ ଯୁବକ ଗୁରୁତର । ଦିଗପହଣ୍ଡି ଜିଲ୍ଲାପାଳ , ଏସପିଙ୍କ ଆଗରେ ବିଷ ପିଇଦେଲେ । ଅଭିଯୋଗ ଶୁଣାଣି ବେଳେ ଦିବ୍ୟାଙ୍ଗ ଯୁବକ ବିଷ ପିଇଦେଲେ । ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରି ସତିତ୍ୱେ କେହି ଶୁଣୁ ନ ଥିଲେ । ଗୁରୁତର ଅବସ୍ଥାରେ୍ ଦିବ୍ୟାଙ୍ଗ ଯୁବକ ଏମକେସିଜି ରେ ଭର୍ତ୍ତି ।