26.1 C
Bhubaneswar
Saturday, October 19, 2024
Homeଓଡିଶାମହିଳାଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ !

ମହିଳାଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଜଳେଶ୍ୱର: ନଦୀରୁ ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରୁ ମୃତଦେହଟି ଉଦ୍ଧାର ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ଜଣାପଡିନାହିଁ । କେହି ଦୁବୃତ୍ତ ମହିଳାଙ୍କୁ ମାରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲସି ଆସି ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛି ।

ସାଇବର ଅପରାଧ ପ୍ରତି ସଜାଗ ରୁହନ୍ତୁ: ଡିଜିପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking