28.1 C
Bhubaneswar
Thursday, July 4, 2024
Homeଓଡିଶାଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡ଼ିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ନୂଆପଡା ଜିଲା ଖରିଆର ବିଡ଼ିଓ ନାରାୟଣ ସାହୁ। ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଖରିଆର ବିଡ଼ିଓ ନାରାୟଣ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ମିଳିଛି ନଗଦ ୩ ଲକ୍ଷ ୮୪ ହଜାର ଟଙ୍କା। ବଲାଙ୍ଗୀର ସହରରେ ଗୋଟିଏ ଦୁଇ ମହଲା ଘର। ବଲାଙ୍ଗୀର ସହର ନିକଟରେ ୨୧ ଟି ପ୍ଲଟ। ୪୦୦ ଗ୍ରାମର ସୁନା ଅଳଙ୍କାର।ଗୋଟିଏ ଚାରି ଚକିଆ ଓ ଦୁଇଟି ଦୁଇଚକିଆ ଯାନ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking