28.1 C
Bhubaneswar
Saturday, October 5, 2024
Homeଓଡିଶା୪ଟି ମଇଁଷି ମାରି ଖାଇଲା ବାଘ

୪ଟି ମଇଁଷି ମାରି ଖାଇଲା ବାଘ

କେନ୍ଦୁଝର: ଜଙ୍ଗଲରେ ୪ଟି ମଇଁଷିକୁ ମାରି ଖାଇଲା ବାଘ ।  ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷି ମାରି ଖାଇଲା ବାଘ । ମଇଁଷି ମାରି ଖାଇଥିବା ସୂଚନା ଦେଲେ ଘଟଗାଁ ରେଞ୍ଜର । ଗୋଟିଏ ନା ଅଧିକ ବାଘ ୪ଟି ମଇଁଷି ମାରିଛନ୍ତି ସ୍ପଷ୍ଟ ହୋଇନି କହିଲେ ।  ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଂଚି ଛାନଭିନ ଆରମ୍ଭ କରିଛି ।

ବାର୍ଥ ଡେ ପାର୍ଟିକୁ ଡାକି ଯୁବକଙ୍କୁ ହତ୍ୟା !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking