18.1 C
Bhubaneswar
Monday, November 25, 2024
Homeଅପରାଧମାଆକୁ ହତ୍ୟା କରି ଆତ୍ମସମର୍ପଣ କଲା ପୁଅ !

ମାଆକୁ ହତ୍ୟା କରି ଆତ୍ମସମର୍ପଣ କଲା ପୁଅ !

ବାରିପଦା: ପାରିବାରିକ କଳହରୁ ମାଆକୁ ପିଟି ମାରିଦେଲା ପୁଅ । ବାଙ୍ଗିରିପୋଷି ଥାନା ପଟାଶିଳା ଗାଁରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାହା ସହ ବଚସା ପରେ ପୁଅ ପିଟି ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅର ବାଙ୍ଗିରିପୋଷି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ।

ସନ୍ଦିଗ୍ଧ ପାରା କଟକ ସ୍ଥାନାନ୍ତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking