25.1 C
Bhubaneswar
Tuesday, December 9, 2025
Homeଓଡିଶାମାଆ ଶବ ନେବାକୁୁ ଟଙ୍କା ମାଗୁଛି ପୁଅ

ମାଆ ଶବ ନେବାକୁୁ ଟଙ୍କା ମାଗୁଛି ପୁଅ

ଦିଗପହଣ୍ଡି : ମାଆର ମୃତ୍ୟୁ ପରେ ମୃତଦେହ ନେବାକୁ ଅମଙ୍ଗ ପୁଅ । ଆଗ ଟଙ୍କା ଦିଅ, ପରେ ମାଆର ମୃତଦେହ ନେବୁ ବୋଲି କହିଲା ପୁଅ । ପାଟପୁର ଥାନା ଗାନ୍ଧି ଛକ ଝିଅ-ଜ୍ୱାଇଁଙ୍କ ଘରେ ମାଆର ମୃତ୍ୟୁ ହୋଇଥିଲା । ମାଆ ନାଁରେ ସବୁ ଟଙ୍କା ଥିବା ଜ୍ୱାଇଁ ଉଠାଇ ନେଇଥିବା ପୁ୍ର ଅଭିଯୋଗ । ତେବେ ମୃତ୍ୟୁ ପରେ ଖବର ନଦେଇ ସଂସ୍କାର କରୁଥିବା ଅଭିଯୋଗ କଲେ ପୁଅ ।

ପହଣ୍ଡି କରୁଥିବା ସମୟରେ ଚାଲିଗଲା ଭକ୍ତଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking