31.1 C
Bhubaneswar
Monday, October 21, 2024
Homeଓଡିଶାଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର

ଭୁବନେଶ୍ୱର: ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି, ତାର ଇସ୍ତଫା ଏବେ ଯାଏଁ ଗ୍ରହଣ ହୋଇନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ ଆଉ ମନ୍ମଥ ଜଟଣୀରୁ ଠିଆ ହେବ । ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି  ସେମାନେ ମାନିବେ । ମୁଁ ଯେଉଁ ପୁଅକୁ ଯାହା କହିବି ସେ ନିଶ୍ଚିତ ଶୁଣିବ । ନିଲମ୍ବନକୁ ଗ୍ରହଣ କରୁଛୁ ଆଉ ଆଶା କଂଗ୍ରେସ ଆମ ମନକଥା ବିଚାର କରିବ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking