ଭୁବନେଶ୍ୱର : ଓଡିଶା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ପ୍ରେସମିଟ୍ । ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପ୍ରଧାନ । କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିଲା ପୂର୍ବ ସରକାର । ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କିଛି ଅଧିକାରୀ କାମ କରୁଥିଲେ । ସେହି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଭରତପୁରର ପୂର୍ବତନ ଆଇଆଇସିଙ୍କୁ ବହିଷ୍କୃତ କରାଯାଉ । ପୁଲିସ ଅଧିକାରୀଙ୍କ ପୁରୁଣା ରେକର୍ଡ ଯାଞ୍ଚ କରାଯାଉ । ଦକ୍ଷ ଅଧିକାରୀ ଥାନାରେ ନିୟୋଜିତ ହୁଅନ୍ତୁ ବୋଲି କହିଛନ୍ତି ପ୍ରଦୀପ ପ୍ରଧାନ ।