19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲେ ପୋପ୍‌

ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲେ ପୋପ୍‌

ରୋମ: ଅସ୍ତ୍ରୋପଚାର ପରେ ଖ୍ରିଷ୍ଟୀୟ ଜଗତର ଧର୍ମଗୁରୁ ପୋପ୍ ଫ୍ରାନ୍‌ସିସ୍ ସୁସ୍ଥ ହୋଇ ଗୁରୁବାର ମେଡିକାଲରୁ ଘରକୁ ଫେରିଥିବା ଜଣାପଡିଛି । ୨୦୧୩ରେ ପୋପ୍ ନିଯୁକ୍ତ ହେବାପରଠାରୁ ୮୬ ବର୍ଷୀୟ ଫ୍ରାନ୍‌ସିସ୍ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ଜଣାପଡିଛି ।

ଜୁନ୍ ୭ରେ ପୋପ୍‌ଙ୍କର ହାର୍ଣ୍ଣିଆ ଅସ୍ତ୍ରୋପଚାର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସରକାରୀ ବାସସ୍ଥାନ ଭଟିକାନ୍ ସିଟିରେ ଜୁନ୍ ୧୮ ପର୍ଯ୍ୟନ୍ତ ପୋପ୍‌ଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking