29.1 C
Bhubaneswar
Friday, October 18, 2024
Homeଓଡିଶାମଦ ପିଇ ହଟହଟା ହେଲା ପୋଲିସ

ମଦ ପିଇ ହଟହଟା ହେଲା ପୋଲିସ

ଭୁବନେଶ୍ୱର: ମଦ ପିଇ ହଟହଟା ହେଲା ପୋଲିସ । ଡ୍ୟୁଟି ସାରି ଘରକୁ ଫେରିବା ବେଳେ କାଉଣ୍ଟରରେ ମଦ ପିଇବା ପରେ ଘେରିଲେ ସ୍ଥାନୀୟ ଲୋକ । ଭୁବନେଶ୍ବର ମୈତ୍ରୀବିହାର ଥାନା ଲୁମ୍ବିନୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି । ଖାକି ପିନ୍ଧା ବାବୁଙ୍କୁ ନେବାକୁ ଆସିଥିବା ପିସିଆର ମଧ୍ୟ ହଟହଟା ହୋଇଛି ।

ପିସିଆର କର୍ମଚାରୀଙ୍କ ସହ ଲୋକଙ୍କ ଯୁକ୍ତିତର୍କ ଓ କଥା କଟାକଟି ଦେଖିବାକୁ ମିଳିଥିଲା । ଖାକି ପିନ୍ଧା ବାବୁଙ୍କ ଫାଇନ କାହିଁକି କଟା ଯିବନି ସେନେଇ ପ୍ରଶ୍ନ କରିଥିଲେ ଲୋକେ I ବିନା ଫାଇନରେ ଥାନାକୁ ନେଉଥିବା ପିସିଆରକୁ ଅଟକାଇ ଯୁକ୍ତିତର୍କ କରୁଥିବାର ଭିଡ଼ିଓ ଭାଇରଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking