28.1 C
Bhubaneswar
Friday, June 21, 2024
Homeଓଡିଶାଉଦ୍ଧାର ହେଲା ମଝି ଚିଲିକାରେ ଅଟକି ରହିଥିବା ଯାତ୍ରୀବାହୀ ଡଙ୍ଗା

ଉଦ୍ଧାର ହେଲା ମଝି ଚିଲିକାରେ ଅଟକି ରହିଥିବା ଯାତ୍ରୀବାହୀ ଡଙ୍ଗା

ଚିଲିକା : ଯାନ୍ତ୍ରୀକ ତ୍ରୁଟି କାରଣରୁ ୩ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଥିଲା ଯାତ୍ରୀବାହୀ ଡଙ୍ଗା। ଆଜି ସକାଳ ସମୟ ପ୍ରାୟ ୮ଟାରୁ ପ୍ରାୟତଃ ୫୦ରୁ ଉର୍ଦ୍ଧ ଯାତ୍ରୀ ଓ ୨୦ରୁ ଉର୍ଦ୍ଧ ବାଇକ ନେଇ ଜହ୍ନୀକୁଦାରୁ ସାତପଡା ଅଭିମୁଖେ ଯାଉଥିଲା ଡଙ୍ଗା। ମାତ୍ର କିଛି ବାଟ ଯିବାପରେ ମହିଁସା ନିକଟସ୍ଥ ମଝି ଚିଲିକାରେ ଡଙ୍ଗା ଇଞ୍ଜନରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଯାହାଫଳରେ ଯାତ୍ରୀବାହୀ ଡଙ୍ଗାଟି ମଝି ଚିଲିକାରେ ପ୍ରାୟ ୩ଘଣ୍ଟାରୁ ଉର୍ଧ ସମୟ ଧରି ଅଟକି ରହିଥିଲା। ପରେପରେ ସ୍ଥାନିୟ ମତ୍ସ୍ୟଜିବି ମାନେ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ତେବେ ଦୁଇଟି ଡଙ୍ଗା ସହାୟତାରେ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking