36.2 C
Bhubaneswar
Wednesday, April 9, 2025
Homeଓଡିଶାଦଳ ଏବେ ଧର୍ମ ସଙ୍କଟରେ: ବଦ୍ରି ପାତ୍ର

ଦଳ ଏବେ ଧର୍ମ ସଙ୍କଟରେ: ବଦ୍ରି ପାତ୍ର

ଭୁବନେଶ୍ୱର:ୱାକଫ୍‌କୁ ନେଇ ସସ୍ମିତଙ୍କୁ  ଟାର୍ଗେଟ କଲେ ବଦ୍ରି ନାରାୟଣ ପାତ୍ର । ୱାକଫ୍‌କୁ ନେଇ ଦଳରେ ବିଶ୍ୱାସର ସଙ୍କଟ ହେଲା କହିଲେ । ସନ୍ଦେହ ରହୁଛି , ପ୍ରଫୁଲ୍ଲ ସାମଲ ଆକ୍ସନ ଦାବି କରିଛନ୍ତି ।  ସସ୍ମିତ ପାତ୍ର ଏତେ ବଡ ସାହସ କଲେ କେମିତି କହିଛନ୍ତି ବଦ୍ରି ପାତ୍ର । କିଏ ଗୋଟେ ଖେଳ କଲା , କେଉଁଠି ଖେଳ ହେଲା ଜାଣିବା ଆବଶ୍ୟକ । ନବୀନ ନିର୍ଦ୍ଦେଶ ଦେଇଥିଲେ, ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ବଦଳିଲା କେମିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking