27.1 C
Bhubaneswar
Saturday, July 6, 2024
Homeଓଡିଶାପଦ୍ମପୁର ମଡେଲ ଏକ ଭ୍ରଷ୍ଟାଚାର ମଡେଲ: ସାଂସଦ ଅପରାଜିତା

ପଦ୍ମପୁର ମଡେଲ ଏକ ଭ୍ରଷ୍ଟାଚାର ମଡେଲ: ସାଂସଦ ଅପରାଜିତା

ଭୁବନେଶ୍ୱର: ପଦ୍ମପୁରର ମଡେଲକୁ ଏକ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ମଡେଲ ବୋଲି କହିଛନ୍ତି ଭୁବନେଶ୍‌ବର ସାଂସଦ ଅପରାଜିତା ଷଡଙ୍ଗୀ । ଗୁଡ ଗଭର୍ଣ୍ଣାନ୍ସ ମଡେ ଦେଖିବାର ଅଛି ଯଦି ଗୁଜୁରାଟ ମଡେଲ ଉପରେ ନଜର ପକାଇବାକୁ ଅପରାଜିତା ପ୍ରକାଶ କରିଛନ୍ତି । ତେଣୁ ଗୁଜୁରାଟ ମଡେଲ ସବୁ ଜାଗାରେ ଆପଣେଇବା ପାଇଁ ଅପରାଜିତା ମତ ଦେଇଛନ୍ତି ।

କିନ୍ତୁ ପଦ୍ମପୁରର ମଡେଲ ଏକ ଦୁର୍ନୀତିର ମଡେଲ । ତେଣୁ ଏହା କ’ଣ ଲାଗୁ ହେବା ଉଛିତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ପଦ୍ମପୁରର ଏହି ଭ୍ରଷ୍ଟାଚାରର ମଡେଲକୁ ଲୋକମାନେ ଅସ୍ୱୀକାର କରିବେ ବୋଲି ଅପରାଜିତା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking