26.1 C
Bhubaneswar
Monday, March 2, 2026
Homeଓଡିଶାବିରୋଧୀଙ୍କ ଆଭିମୁଖ୍ୟ ସୁସ୍ଥ ପରମ୍ପରା ନୁହେଁ

ବିରୋଧୀଙ୍କ ଆଭିମୁଖ୍ୟ ସୁସ୍ଥ ପରମ୍ପରା ନୁହେଁ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଜେଡି ଓ କଂଗ୍ରେସକୁ ବିଜେପିର ଆକ୍ଷେପ । ଟାର୍ଗେଟ କଲେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ । ବିରୋଧୀ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ । ବିରୋଧୀଦଳ ସବୁ ରାଜନୈତିକ ଦଳ ସହ ଆଲୋଚନା କରିବା ଉଚିତ ଥିଲା । ବିଜେପି ନିଶ୍ଚିତ ରଣନୀତି ଓ ପରବର୍ତ୍ତୀ ପଦକ୍ଷେପ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking