25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶ୩୦ରେ ଉଦ୍‌ଘାଟନ ହେବ ତେଲେଙ୍ଗାନାର ନୂଆ ସଚିବାଳୟ

୩୦ରେ ଉଦ୍‌ଘାଟନ ହେବ ତେଲେଙ୍ଗାନାର ନୂଆ ସଚିବାଳୟ

ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ସଚିବଳାୟ ଭବନର ଉଦ୍‌ଘାଟନ ଏପ୍ରିଲ୍ ୩୦ ତାରିଖରେ ହେବ । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ନୂଆ ଭବନର ଉଦ୍‌ଘାଟନ କରିବେ । ମୁଖ୍ୟମନ୍ତ୍ରୀ ୩୦ ତାରିଖ ଅପରାହ୍ଣ ଗୋଟାଏ ୨୦ ମିନିଟ୍ ବେଳେ ଭବନରେ ନିଜ ଚାମ୍ବରରେ ଆସନ ଗ୍ରହଣ କରିବେ ।

ଚେନ୍ନାଇସ୍ଥିତ ଆର୍କିଟେକ୍ଟସ୍ ପୋନ୍ନୀ କାନ୍‌ସେସାଓ ଏବଂ ଅସ୍କାର କାନ୍‌ସେସାଓ ଦ୍ୱାରା ଏହି ନୂଆ ଭବନର ଡିଜାଇନ୍ କରାଯାଇଛି । ଭବନରେ ଥିବା କନ୍‌ଫରେନ୍ସ ହଲ୍‌, ଭିଟିଟର୍ସ ଲାଉଞ୍ଜ୍‌, ଡାଇନିଂ ହଲ୍ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହି ସଚିବାଳୟ ଭବନରେ ଐତିହାସିକ ଚାରମିନାର ଏବଂ କୋଲକୁଣ୍ଡା ସହିତ ନୂଆ ବାସ୍ତୁକଳାର ଝଲକ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking