24.1 C
Bhubaneswar
Sunday, October 20, 2024
Homeଓଡିଶାନିଜର ତଣ୍ଟି କାଟିଲେ ଗଣିତ ଶିକ୍ଷକ

ନିଜର ତଣ୍ଟି କାଟିଲେ ଗଣିତ ଶିକ୍ଷକ

ଉମରକୋଟ :  ଉମରକୋଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ନିଜର ତଣ୍ଟି କାଟି ଦେଲେ ଗଣିତ ଶିକ୍ଷକ । ସୂଚନା ମୁତାବକ ରାଇଘର ବ୍ଲକ କରୋପାର ଗାଁ ହାଇସ୍କୁଲ ଗଣିତ ଶିକ୍ଷକ ନିଜର ତଣ୍ଟି କଟି ଦେଇଛନ୍ତି । ଶିକ୍ଷକଙ୍କ ନାମ ଆଶିଷ କୁମାର ସ୍ୱାଇଁ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେଥିବା ବେଳେ ତଣ୍ଟି କାଟିଥିବା ସୂଚନା ମିଳିଛି, ତେବେ ଏହାର କାରଣ ଅସ୍ପଷ୍ଟ ଅଛି ।

୫ ବର୍ଷର ବାଳକକୁ ପଥରରେ ଛେଚି ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking