32.1 C
Bhubaneswar
Friday, September 20, 2024
Homeଓଡିଶାଦୁର୍ଘଟଣାରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ

ଦୁର୍ଘଟଣାରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ

ଭଦ୍ରକ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଗର୍ଭବତୀ ପତ୍ନୀଙ୍କ ଜୀବନ । ଭଦ୍ରକ- ଚାନ୍ଦବାଲି ନାଉଗୋରାଡ଼ା ଛକରେ ପଛପଟୁ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି । ଘଟଣାରେ ପତ୍ନୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି ।ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ୪ ଘଂଟା କାଳ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ସୂଚନା ଅନୁସାରେ ଚାନ୍ଦବାଲି ହସ୍ପିଟାଲରେ ଡାକ୍ତରଙ୍କୁ ପତ୍ନୀଙ୍କୁ ଦେଖାଇବା ପରେ ଅଲଟ୍ରାସାଉଣ୍ଡ ପାଇଁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking