31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶ୨୪ ବର୍ଷରେ ଦୁନିଆକୁ ଅଲବିଦା କହିଲେ କୋରିଆ ପପ୍‌ ସିଙ୍ଗର

୨୪ ବର୍ଷରେ ଦୁନିଆକୁ ଅଲବିଦା କହିଲେ କୋରିଆ ପପ୍‌ ସିଙ୍ଗର

ମୁମ୍ଵାଇ : ପ୍ରଶଂସକମାନଙ୍କ ପାଇଁ ଏବେ ଖରାପ ଖବର ସାମ୍ନାକୁ ଆସିଛି । ଯେଉଁମାନେ କେ-ପପ୍‌ ସିଙ୍ଗର ଏବଂ ସଙ୍ଗ ରାଇଟର କିମ୍‌ ନାହି ଆଉ ନାହାନ୍ତି ।  ମୃତ୍ୟୁ ବେଳକୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ, ଗାୟିକାଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

କେବଳ ଏତିକି ନୁହେଁ, ଗାୟିକାଙ୍କ ବିନ କ୍ୟାପସନ୍‌ରେ ପୋଷ୍ଟକୁ ସେୟାର କରିଥିଲେ । ଏହି ପୋଷ୍ଟରେ ତାଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସାମିଲ। ଏଥି ସହିତ, ଏହି ପୋଷ୍ଟରେ ତାଙ୍କର ଦେହାନ୍ତକୁ ନେଇ ଗାୟିକାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି। ଗାୟିକା ୮ନଭେମ୍ବରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ତାଙ୍କ ପରିବାର କିମ୍ବା ଟିମ୍‌ ପ୍ରକାଶ କରି ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ଶୁକ୍ରବାର ଦିନ ନାହିଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking