25.1 C
Bhubaneswar
Wednesday, March 19, 2025
Homeଓଡିଶାରାଜାଙ୍କୁ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁୁ !

ରାଜାଙ୍କୁ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁୁ !

କେନ୍ଦୁଝର : ରାଜା ଚକ୍ରଙ୍କୁ ରିମାଣ୍ଡରେ ନେଇପାରେ ଇଓଡବ୍ଲଲ୍ୟୁ । ବାଲେଶ୍ୱର ଓପିଆଇଡି କୋର୍ଟରେ ଆବେଦନ କଲା ଇଓଡବ୍ଲଲ୍ୟୁ । ୫ ଦିନିଆ ରିମାଣ୍ଡରେ ନେବାକୁ  କୋର୍ଟରେ ଆବେଦନ କରାଯାଇଛି । ଇଓଡବ୍ଲଲ୍ୟୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ଗନ୍ଧମାର୍ଦନ ଲୋଡିଂ  ଏଜେନ୍ସି କୋପେରେଟିଭ ସୋସାଇଟିର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ୱର ଜେଲଲରେ ଅଛନ୍ତି ରାଜା ଚକ୍ର । ଗତ ୧୩ ତାରିଖରେ ରାଜା ଚକ୍ରଙ୍କୁ ଗିରଫ  କରିଥିଲା ଇଓଡବ୍ଲ୍ୟୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking