24.1 C
Bhubaneswar
Sunday, October 20, 2024
Homeଅପରାଧଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ; ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ

ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ; ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ

ଜୟପୁର : ରାତି ଅଧରରେ ଦୁର୍ବୃତଙ୍କ କାରନାମା । ଘର ମାଲିକଙ୍କ ଅନୁପସ୍ଥିତିରେ ଘରେ ନିଆଁ ଲଗାଇଦେଲେ । ଅଗ୍ନିକାଣ୍ଡ ଫଳରେ ୬ରୁ ଅଧିକ ବାଇକ୍ ଜଳିଯାଇଛି । ଏହାସହ ଘରକୁ ମଧ୍ୟ କ୍ଷତି ପହଂଚିଛି । ଏପରି ଘଟଣା ଘଟିଛି ଜୟପୁର ସହର ପାରାବେଡ଼ା ଅଞ୍ଚଳରେ। ଘରକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking