31.1 C
Bhubaneswar
Friday, October 18, 2024
Homeଓଡିଶାଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡା: କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୁଜବଳ ସ୍ଥିତ ଘରୋଇ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତକ ଏଗ୍ରିକଲଚର ବିଭାଗର ୩ୟ ବର୍ଷ ଛାତ୍ର,ଘର ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ଘଟଣାସ୍ଥଳରେ ରାୟଗଡା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking