19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଯୋଧପୁରରେ ମୁତୟନ ହେବ ‘ରୁଦ୍ର’ର ପ୍ରଥମ ସ୍କ୍ୱାଡ୍ରନ୍

ଯୋଧପୁରରେ ମୁତୟନ ହେବ ‘ରୁଦ୍ର’ର ପ୍ରଥମ ସ୍କ୍ୱାଡ୍ରନ୍

ଯୋଧପୁର : ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍‌) ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଟାକ୍ ହେଲିକପ୍ଟର ‘ରୁଦ୍ର’ର ପ୍ରଥମ ସ୍କ୍ୱାଡ୍ରନ୍ ଦେଶର ସବୁଠୁ ବଡ଼ ଯୋଧପୁର ଏୟାର୍‌ଫୋର୍ସ ବେସ୍‌ରେ ମୁତୟନ ହେବ । ଯୋଧପୁରରେ ଲାଇଟ୍ କମ୍ପାଟ୍ ହେଲିକପ୍ଟର (ଏଲ୍‌ସିଏଚ୍‌) ମୁତୟନ ହେବାରେ ଏହା ଦେଶର ପ୍ରଥମ ସ୍କ୍ୱାଡ୍ରନ୍ ।

ଜୁନ୍‌ରେ ଏୟାର୍‌ଫୋର୍ସକୁ ଏହାର ସ୍କ୍ୱାଡ୍ରନ୍ ମିଳିଥିଲା । ଅକ୍ଟୋବର ୮ ଏୟାରଫୋର୍ସ ଦିବସ ଅବସରେ ହାଲ୍‌ରୁ ୧୦ଟି ହେଲିକପ୍ଟର ମିଳିବ। ଏହାଦ୍ୱାରା ଦେଶର ପଶ୍ଚିମ ସୀମାରେ ଏୟାରଫୋର୍ସର ଶକ୍ତି ବୃଦ୍ଧି ଘଟିବ । ଏହାର ବିଶେଷତ୍ୱ ହେଉଛି ଏହା ଭାରତ-ପାକ୍ ଏବଂ ଭାରତ-ଚୀନ୍ ସୀମା ଉପରେ ନଜର ରଖିବା ସହ ସିୟାଚୀନ୍‌ରେ ମଧ୍ୟ ଏହା ଲ୍ୟାଣ୍ଡ୍ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking