17.1 C
Bhubaneswar
Tuesday, February 10, 2026
Homeଓଡିଶାଆସିଲା ହାତୀ ଗଣନା ରିପୋର୍ଟ

ଆସିଲା ହାତୀ ଗଣନା ରିପୋର୍ଟ

ଭୁବନେଶ୍ୱର: ଆସିଲା ଶୀତକାଳୀନ ହାତୀ ଗଣନା ର ରିପୋର୍ଟ। ରାଜ୍ୟ ଜଙ୍ଗଲରେ ଅଛନ୍ତି ମୋଟ ୨୧୦୩ ଟି ହାତୀ। ରିପୋର୍ଟରେ ୫ ଟି ହାତୀ ଅଧିକ ଥିବା ସୂଚନା। ଅଳୁଗୁଳ ସର୍କଲ ରେ ଅଛନ୍ତି ୯୮୦ ହାତୀ। ଢେଙ୍କାନାଳ ରେ ସର୍ବାଧିକ ୨୯୧ ହାତୀ ଅଛନ୍ତି। ବାରିପଦା ସର୍କଲ ରେ ଅଛନ୍ତି ୩୮୪ ହାତୀ। ବ୍ରହ୍ମପୁର ସର୍କଲରେ ଅଛନ୍ତି ୧୭୨ ହାତୀ। ଭବାନୀପାଟଣା ସର୍କଲରେ ଅଛନ୍ତି ୧୪୦ ହାତୀ। ଭୁବନେଶ୍ୱର ସର୍କଲରେ ଅଛନ୍ତି ୧୨୦ ହାତୀ। ରାଉଲକେଲା ସର୍କଲରେ ଅଛନ୍ତି ୪୬୨ ହାତୀ। ସମ୍ବଲପୁର ସର୍କଲରେ ଅଛନ୍ତି ୧୪୪ ହାତୀ। କୋରାପୁଟ ସର୍କଲରେ ଅଛନ୍ତି ଗୋଟିଏ ହାତୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking