24.6 C
Bhubaneswar
Sunday, April 12, 2026
Homeଅପରାଧମଦ ନିଶାରେ ମା'କୁ ଇଟାରେ ଛେଚି ମାରିଦେଲା ପୁଅ

ମଦ ନିଶାରେ ମା’କୁ ଇଟାରେ ଛେଚି ମାରିଦେଲା ପୁଅ

ମୁଜାଫରପୁର: ବିହାରର ମୁଜାଫରପୁରରେ ଘଟିଛି ବିବତ୍ସ ହତ୍ୟାକାଣ୍ଡ । ମନିକା ହରିକେଶର ଭୁସ୍ସା ଛକରେ ଘଟିଛି ଅଭାବନୀୟ ଘଟଣା । ପୁଅ ସାଜିଲା ରକ୍ଷାସ । ମଦ ନିଶାରେ ମାକୁ ହତ୍ୟା କରିଛି । ନିଶାସକ୍ତ ପୁଅ ଇଟାରେ ଛେଚି ନିଜର ମାଙ୍କୁ ହତ୍ୟା କରିଛି। ଗାଂଗପୁର ଗାଁରେ ଘଟିଛି ଏହି ଘଟଣା । ଶାନ୍ତି ଦେବୀ (୬୦)ଙ୍କୁ ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ତାଙ୍କର ପୁଅ ମନୋଜ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରଂଜୀତ କୁମାର ଗୁପ୍ତା କହିଛନ୍ତି, ପ୍ରହ୍ଲାଦପୁର ପଂଚାୟତର ଗଂଗାପୁର ନିବାସୀ ମାଂଝୀ ଟୋଲାର ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ ଯେ, ଶାନ୍ତି ଦେବୀଙ୍କୁ ମନୋଜ ନିଶାସକ୍ତ ଅବସ୍ଥାରେ ଇଟାରେ ଛେଚିଥିଲା। ଏଥିରେ ଶାନ୍ତି ଦେବୀଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking