ଭୁବନେଶ୍ୱର: ଗତ ସପ୍ତାହରେ ମୀନଗୁର ପଂଚାୟତ ଅଧିନସ୍ଥ ଭେଲାଗାଁର ଜନୈକ ଶ୍ରମିକର ଚେନ୍ନାଇ ଠାରେ ମୃତ୍ୟୁ ହେଇଥିଲା। ଏହି ଶ୍ରମିକ ମୃତ୍ୟୁର ସପ୍ତାହେ ନପୁରୁୁଣୁ ପୁଣି ମୀନଗୁର ପଂଚାୟତ ଅଧିନସ୍ଥ ଭଇଁରୀଗାଁ ଜନୈକ ଯୁବ ଶ୍ରମିକଙ୍କ ବେଙ୍ଗାଲୁ ର ଏଚ.ଏଲ ଠାରେ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। କିନ୍ତୁ ଏହି ଶ୍ରମିକଙ୍କ ମୃତ୍ୟୁ ଅସ୍ୱାଭାବିକ ବୋଲି ପରିବାର ଲୋକ ସୁଚନା ଦେଇଛନ୍ତି।