31.1 C
Bhubaneswar
Friday, October 18, 2024
Homeଓଡିଶାମହିଳାଙ୍କୁ ଟାଣିନେଲା କୁମ୍ଭୀର

ମହିଳାଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବାସନ ମାଜିବା ବେଳେ ମହିଳାଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର । ରାଜନଗର ଥାନା ଚାନ୍ଦିବାଉଂଶମୂଳ ହାତିଆଗଡି ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । କେନାଲରେ ବାସନ ମାଜିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଗ୍ରାମବାସୀଙ୍କ ପକ୍ଷରୁ କେନାଲରେ ମହିଳାଙ୍କୁ ଖୋଜାଖୋଜି ଜାରି ରହିଛି ।

ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking