17.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ: ମୋଦୀ

ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ: ମୋଦୀ

ନୂଆଦିଲ୍ଲୀ: ଶୁଭାଂଶୁଙ୍କ ସଫଳ ଅବତରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା  ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂରା ଟିମକୁ  ମୋଦୀ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ । ପୃଥୀବୀକୁ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା । ଆକ୍ସିଅମ- ୪ ମିସନରେ ଯାଇ ସଫଳତାର ସହ ଫେରିଛନ୍ତି ଶୁଭାଂଶୁ ଶୁକ୍ଳା । ଏହି ସମୟରେ ସମସ୍ତେ ଶୁଭାଂଶୁଙ୍କୁ ଏବଂ ତାଙ୍କ ସହିତ ଯାଇଥିବା ଅନ୍ୟ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking