28.1 C
Bhubaneswar
Sunday, June 30, 2024
Homeଓଡିଶାଶରତଙ୍କୁ ନେଇ ବଢିଲା କଂଗ୍ରେସ କନ୍ଦଳ

ଶରତଙ୍କୁ ନେଇ ବଢିଲା କଂଗ୍ରେସ କନ୍ଦଳ

ଭୁବନେଶ୍ୱର : ନିର୍ବାଚନରେ ପରାଜୟ ପରେ ବଢିଲା ରାଜ୍ୟ କଂଗ୍ରେସ କନ୍ଦଳ । ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ କହିଲେ ପଞ୍ଚାନନ କାନୁନଗୋ । ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ । ସେ ନିଜେ ଶୋଚନୀୟ ଭାବେ ହାରିଛନ୍ତି, ଦଳ ମଧ୍ୟ ହାରିଛି । ସେ ଇସ୍ତଫା ଦେଇଛନ୍ତି କି ନାହିଁ ଜାମିନି, ଦେଇଥିଲେ ଭଲ କଥା । ପଞ୍ଚାନନ ଜଳାଇଥିବା ନିଆଁରେ ଘିଅ ଢାଳିଲେ ଜୟଦେବ ଜେନା । ସେ ପିସିସି ସଭାପତି ଥିବା ବେଳେ ଇସ୍ତଫା ଦେଇଥିଲେ ବୋଲି କହିଲେ । ମୁଁ ପିସିସି ସଭାପତି ଥିବା ବେଳେ କଂଗ୍ରେସ ହାରିବାରୁ ଇସ୍ତଫା ଦେଇଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking