23.1 C
Bhubaneswar
Saturday, October 19, 2024
Homeଓଡିଶାବସ୍ ଓଲଟି ୩୦ ଆହତ

ବସ୍ ଓଲଟି ୩୦ ଆହତ

ରାଉଲକେଲା : ରାସ୍ତାରେ ଓଲଟି ପଡିଲା ବସ୍‌; ୩୦ ଆହତ । ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟିଲା । ସମସ୍ତ ଆହତଙ୍କୁ ରାଉଲକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି । ରାଉଲକେଲାରୁ ୩୫ ଯାତ୍ରୀଙ୍କୁ ନେଇ କୁସୁମୀ ଯାଉଥିଲା ବସ୍ ।

ପାଣିକୁଣ୍ଡରେ ବୁଡ଼ି ଯୁବକ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking