25.1 C
Bhubaneswar
Monday, October 21, 2024
Homeଓଡିଶାବସ୍ ଓଲଟି ୧୫ ଆହତ

ବସ୍ ଓଲଟି ୧୫ ଆହତ

ଭୁୁବନେଶ୍ୱର: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତାରେ ଦୁର୍ଘଟଣା ଘଟିଛି । ଆହତଙ୍କୁ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଛି ବସ୍ ।

ବିଶେନ ସିଂ ବେଦୀଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking