28.1 C
Bhubaneswar
Sunday, September 29, 2024
Homeଓଡିଶାପୋଖରୀରେ ବୁଡି ବର ମୃତ

ପୋଖରୀରେ ବୁଡି ବର ମୃତ

ବାଲେଶ୍ୱର: ବାହାଘର ଭୋଜି ଦିନ ପାଣିରେ ବୁଡି ବର ମୃତ ।  ଗତ ୧ ତାରିଖରେ ବରର ବିବାହ ହୋଇଥିଲା ଏବଂ ଆଜି ରାତିରେ ତାଙ୍କର ଭୋଜିର ଆୟୋଜନ ଥିଲା । ରେମୁଣ୍ଡା ବ୍ଲକ ଖଡୁପାହି ଗାଁ ପୋଖରୀରେ ବୁଡ ବରର ମୃତ୍ୟୁ ହୋଇଛି । ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡିଯାଇଥିଲେ ବର ଜଣକ ।

ଡାହାଣି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking