24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପାକ୍ ଦୁତାବାସକୁ ପଠାଗଲା ସୀମାଙ୍କ କାଗଜପତ୍ର

ପାକ୍ ଦୁତାବାସକୁ ପଠାଗଲା ସୀମାଙ୍କ କାଗଜପତ୍ର

ନୂଆଦିଲ୍ଲୀ: ଭାରତକୁ ଗୋପନରେ ପଳାଇଆସି ବିବାହ କରିଥିବା ପାକ୍ ମହିଳା ସୀମା ହାଇଦରଙ୍କ ନିକଟରୁ ଜବତ ହୋଇଥିବା ସମସ୍ତ କାଗଜପତ୍ରକୁ ନୂଆଦିଲ୍ଲୀସ୍ଥ ପାକିସ୍ତାନ ଦୂତାବାସକୁ ପଠାଇ ଦିଆଯାଇଛି । ସୀମାଙ୍କ ପ୍ରକୃତ ପରିଚୟ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହା ପାକ୍ ଦୂତାବାସକୁ ପଠାଯାଇଥିବା କୁହାଯାଇଛି । ଏହି କାଗଜପତ୍ର ମଧ୍ୟରେ ସୀମାଙ୍କ ପାସପୋର୍ଟ, ପାକିସ୍ତାନୀ ପରିଚୟ ପତ୍ର ଏବଂ ତାଙ୍କ ୪ ସନ୍ତାନଙ୍କ ପାସପୋର୍ଟ ଅନ୍ତର୍ଭୁକ୍ତ । ସୀମା ପ୍ରକୃତରେ ପାକିସ୍ତାନ ନାଗରିକ କି ନୁହଁ, ତାହା ଜଣାଇବାକୁ ପାକ୍ ଦୂତାବାସ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଉତ୍ତର ପ୍ରଦେଶ ପୁଲିସ ଇତିମଧ୍ୟରେ ସୀମାଙ୍କ ମୋବାଇଲ ଫୋନ୍‌କୁ ଯାଞ୍ଚ କରିବାକୁ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking