27.1 C
Bhubaneswar
Sunday, September 22, 2024
Homeଓଡିଶାଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରେଳଧାରଣାରେ ପଡିଛି ଅଜଣା ମୃତଦେହ ଭୁବନେଶ୍ୱର ବାଣୀବିହାର ରେଳ ଧାରଣା କଡରେ ପଡିଛି ଅଜଣା ମୃତଦେହ ସହିଦ ନଗର ଥାନା ପୋଲିସ ଏବଂ ଜିଆର୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳୁ ସକାଳୁ କିଛି ଲୋକେ ବାଣୀବିହାର ରେଳ ଷ୍ଟେସନ ନିକଟ ଟ୍ରେନ୍ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍ପିକୁ ଖବର ଦେଇଥିଲେ ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି ସାଇଣ୍ଟିଫିକ୍ଟିମ୍ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ  ମିଳିପାରିନାହିଁ

ତେବେ ଟ୍ରେନ୍ଲାଇନ୍ରେ କଟି ଯୁବକଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି ରହିଛି ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି   

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking