26.1 C
Bhubaneswar
Saturday, October 19, 2024
Homeଓଡିଶାକୂଅ ଭିତରୁ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

କୂଅ ଭିତରୁ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

କଟକ: ବିଡାନାସି ନୂଆସାହି ଅଞ୍ଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ ସହାୟତାରେ ଯୁବକଙ୍କ ଘର ପଛ ପଟ କୂଅ ଭିତରୁ ମୃତଦେହ ଉଦ୍ଧାର କଲା ବିଡାନାସି ଥାନା ପୋଲିସ। ମୃତ ଯୁବକ ପୁରିଘାଟ ତଳଲେଲେଙ୍ଗା ବଜାର ଅଂଚଳର ଆର୍ଯ୍ୟ ଭୂଷଣ ଚୌଧୁରୀ। ମୃତକ ଜଣେ ଆଇନଜୀବୀ। ବିଡାନାସି ଥାନାରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଲେ ମୃତ ଯୁବକଙ୍କ ମା। ଜମି ଜମା ଗଣ୍ଡଗୋଳ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ତାଙ୍କ ମା। ଆଜି ଏସ ସି ବି ରେ ହେବ ପୋଷ୍ଟମର୍ଟମ। ଘଟଣାସ୍ଥଳକୁ ଯିବ ଫୋରେନସିକ ଟିମ। ଆଖ ପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରୁଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking