30.1 C
Bhubaneswar
Saturday, September 21, 2024
Homeଓଡିଶାପୋଲ ତଳୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଲ ତଳୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ :  ପୋଲ ତଳୁ ୨ ଯୁକବଙ୍କ ମୃତଦେହ ଉଦ୍ଧାର ହୋଇଛି । ଧୁରୁଆଡିହି ଥାନା ମାନମୁଣ୍ଡା ଧଉଳାଖମନ ବ୍ରିଜ ତଳୁ ଉଦ୍ଧାର । ୨ ମୃତକଙ୍କ ପରିଚୟ ମିଳିନି, ମୃତଦେହ ପାଖରେ ପଡିଛି ବାଇକ । ଦୁର୍ଘଟଣା କି ହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡିନି, ଘଟଣା ସ୍ଥଳରେ ପୋଲିସ ପହଞ୍ôଚଛି ତଦନ୍ତ ଆରମ୍ଭ କରିଛି ।

୨୧ରୁ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking