32.1 C
Bhubaneswar
Saturday, March 14, 2026
Homeଓଡିଶାଫିକା ପଡ଼ିଲା ବ୍ୟାସ ସରୋବର ମେଳା

ଫିକା ପଡ଼ିଲା ବ୍ୟାସ ସରୋବର ମେଳା

ଯାଜପୁର: ଚାଳିତ ବର୍ଷ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମଲିନ ପଡିଛି l ପୌର ପରିଷଦ ର ଅଧ୍ୟକ୍ଷା ଓ ଉପ ନଗର ପାଳ ପାରିଷଦ ମାନଂକ ମେଳା କୁନେଇ ବିବାଦ ତୀବ୍ର ରୁପ ଧାରଣ କରିଛି କାଉନସିଲ୍ ବୈଠକ ରେମେଳା ସରସ ସୁନ୍ଦର କରିବା ପାଇଁ ନିଷ୍ପତି ହୋଇ ଥିବା କାର୍ଯ୍ୟକ୍ରମକୁ ଅଧକ୍ଷା ମନ ମାନି କରି କାର୍ଯ୍ୟ କରୁଛନ୍ତି ସମ୍ପୂର୍ଣ୍ଣ ପାରିଷଦ ବର୍ଗଙ୍କୁ ଉପେକ୍ଷା କରାଯାଇ ମେଳା ଆୟୋଜନ କରା ଯାଇଛି l ମେଳା ତିନି ଦିନ ଅତିକ୍ରମ କରି ଯାଇଥିଲେ ମଧ୍ୟ୍ୟ ଷ୍ଟଲ୍ ପାଈ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହି ମେଳା ଫାଙ୍କା ପାଙ୍କ ଲାଗୁଚି ଜନ ସମାଗମ ହୋଇ ନାହିଁ ଉଜ୍ଜ୍ୱଳ ଆଲୋକ ଗୁଡ଼ିକ ଜଳୁ ନାହି ମହୋତ୍ସ ର ମନୋରଞ୍ଜନ ପାଇଁ ଦାମୀ ଦାମି କଳାକାର ମାନଂକୁ ଡକା ଯାଇ ନାହିଁ ଯାହଫଳରେ ମେଲା ର ଗୌରବ ଗାରିମା ମାନ ଆକର୍ଷଣ ହରାଇ ବାକୁ ବସିଛି l ବ୍ୟାସ ସରୋବର ର ପରମ୍ପରାକୁ ଅଧ୍ୟକ୍ଷା ଙ୍କ ମନ ମାନି ଯୋଗୁ ନଷ୍ଟ କରି ଦିଆ ଯାଇଚି ବୋଲି ପାରିଷଦ ମାନେ ଅଭିଯୋଗ କରିଛନ୍ତି l ଅଧ୍ୟକ୍ଷା ଦଳୀୟ ସୁଙ୍ଖଳା ଭାଙ୍ଗ କରୁ ଥିଲେ ମଧ୍ୟ୍ୟ ଦଳୀୟ ନିଷ୍ପତ୍ତି ଅପେକ୍ଷା କରି ହାତ ବାନ୍ଧି ବସି ଛନ୍ତି ବ୍ୟlସନଗର ପୌରପରିଷଦ ବିଜେଡି ଦଳ ହାତ ରହିଛି ବିଜେଡି ଦଳ ରେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ଦଳୀୟ କାଉନସିଲର ମାନକୁ ଅପେକ୍ଷା କରି ମନ ମାନି କାର୍ଯ୍ୟ ଯୋଗୁ ପୌରପରିଷଦ ବିକାସ ପରିବର୍ତ୍ତେ ବିନାଶ ଆଡ଼କୁ ମୁହାଁଉ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking