21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ

ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନା ସମ୍ପର୍କରେ କହିଛନ୍ତି ଯେ ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ । ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ । ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦକୁ ପ୍ରୋତ୍ସାହିତ କରାଯିବ । କପଡା ପାଇଁ ଜାତୀୟ ଫାଇବର ଯୋଜନା, ମାନ ନିର୍ମିତ ଫାଇବର, ଉନ୍ନତ ଫାଇବର, ଜାତୀୟ ହସ୍ତତନ୍ତ ନୀତି କାରିଗରମାନଙ୍କୁ ପ୍ରୋତ୍ସାହନ ଏବଂ ସମର୍ଥନ ପ୍ରଦାନ କରିବ । ଶିକ୍ଷାନୁଷ୍ଠାନଗୁଡିକରୁ ବୈଷୟିକ ସହାୟତା ସମ୍ଭବ ହେବ ।

ଭାରତ ହେବ ବାୟୋଫାର୍ମା ହବ୍‌

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking