ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରଣ । ଭାରତକୁ ବାୟୋଫାର୍ମା ହବ କରିବାକୁ ବଡ ଘୋଷଣା କରିଛନ୍ତି । ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯାଇଛି । ୫ ବର୍ଷରେ ବ୍ୟୟ କରିବା ନେଇ ସଂସଦରେ … Continue reading ଭାରତ ହେବ ବାୟୋଫାର୍ମା ହବ୍
Copy and paste this URL into your WordPress site to embed
Copy and paste this code into your site to embed