30.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶହମଲା ଆଗରୁ ରେକି କରିଥିଲେ ଆତଙ୍କୀ

ହମଲା ଆଗରୁ ରେକି କରିଥିଲେ ଆତଙ୍କୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ପହଲଗାମରେ ଏନଆଇଏର ଡିଜି ସଦାନନ୍ଦ ବସନ୍ତ । ପହଲଗାମ ଆତଙ୍କୀ ହମଲାକୁ ନେଇ ଛାନଭିନ କରୁଛି ଏନଆଇଏ । ଜମ୍ମୁ-କାଶ୍ମୀରର ୧୦୦ଟି ସ୍ଥାନରେ ରେଡ୍ କରିଛି ଏନଆଇଏ ଚିମ୍ । ଆତଙ୍କୀ ହମଲାକୁ ନେଇ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିବ ଏନଆଇଏ ଟିମ୍ । ଏତିକି ବେଳେ ପହଲଗାମ ଆକ୍ରମଣକୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସାରନ ଘାଟି ସହ ୩ଟି ସ୍ଥାନ ବି ଆତଙ୍କବାଦୀଙ୍କ ଟାର୍ଗେର୍ଟରେ ଥିଲା । ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ତଦନ୍ତ ବେଳେ ଏନଆଇଏ ଟିମ୍ ହାତରେ ଲାଗିଛି ଏହି ତଥ୍ୟ । ୧୫ ତାରିଖରୁ ପହଲଗାମ ଅଞ୍ଚଳରେ ପହଞ୍ଚିଥିଲେ ଆତଙ୍କବାଦୀ । ଏବେ ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚି ରହିଛନ୍ତି ପହଲଗାମ ଆତଙ୍କୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking