32.1 C
Bhubaneswar
Saturday, October 19, 2024
Homeଓଡିଶାଖୋଲୁଛି ଆତଙ୍କୀ ବୁଖାରୀର ଗୁମର, ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ, ଲଭ୍ ଜିହାଦ...

ଖୋଲୁଛି ଆତଙ୍କୀ ବୁଖାରୀର ଗୁମର, ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ, ଲଭ୍ ଜିହାଦ ନେଇ ଜେରା

ଭୁବନେଶ୍ୱର : ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନୀ ବୁଖାରୀର ଗୁମର । ୫ଦିନିଆ ରିମାଣ୍ଡରେ ଆଣି ଚାଲିଛି ଝାଳବୁହା ଜେରା । ପ୍ରଥମ ଦିନରେ ବୁଖାରୀକୁ ଗୁଡେଇ ତୁଡେଇ ଜେରା କରିଛି କ୍ରାଇମବ୍ରାଞ୍ଚ STF । ପ୍ରଥମଦିନରେ ୨୦ ପ୍ରଶ୍ନ କରିଥିଲା STF ଓ IB ଟିମ୍ । ଟେରର ଫଣ୍ଡିଂ, ଟେରର ଲିଙ୍କ୍, ଲଭ୍ ଜିହାଦ ନେଇ ଜେରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କେବଳ ଏତିକି ନୁହେଁ ପାକିସ୍ତାନ, ନେପାଳ ସମେତ ବିଭିନ୍ନ ଦେଶର ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ ମଧ୍ୟ କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି । ୬ଟି ବ୍ୟାଙ୍କ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ନେଇ ହୋଇଛି ଜେରା। ସେପଟେ ଅଭିଯୁକ୍ତକୁ ଅଧିକ ଜେରା ପାଇଁ ଭୁବନେଶ୍ବରରେ ପହଂଚିଛନ୍ତି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପଞ୍ଜାବ ପୋଲିସ ଟିମ୍ । ..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking