18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପେଶାୱାର୍‌ରେ ଥାନା ଉପରେ ଆତଙ୍କୀ ଆକ୍ରମଣ, ୩ ଅଧିକାରୀ ମୃତ

ପେଶାୱାର୍‌ରେ ଥାନା ଉପରେ ଆତଙ୍କୀ ଆକ୍ରମଣ, ୩ ଅଧିକାରୀ ମୃତ

ପେଶାୱାର୍ : ପାକିସ୍ତାନରେ ପେଶାୱାର୍‌ର ସରବନ୍ଦ ଥାନା ଉପରେ ଶନିବାର ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ତିନିଜଣ ଅଧିକାରୀ ପ୍ରାଣ ହରାଇଛନ୍ତି । ପୁଲିସ ଅନୁସାରେ ୬ରୁ ୮ ଜଣ ଆତଙ୍କୀ ଅଚାନକ ଥାନାରେ ଭିତରକୁ ପଶି ଆସି ତିନିପଟୁ ଘେରି ହ୍ୟାଣ୍ଡ୍ ଗ୍ରେନେଡ୍ ଏବଂ ସ୍ନାଇପର୍ ଗନ୍‌ରେ ଆକ୍ରମଣ କରିଥିଲେ । ଜବାବରେ ପୁଲିସ ପକ୍ଷରୁ ମଧ୍ୟ ଫାୟାରିଂ ହୋଇଥିଲା । ଏହି ଏନ୍‌କାଉଣ୍ଟର୍ ପ୍ରାୟ ଦୁଇଘଣ୍ଟା ଚାଲିଥିଲା । ଇତିମଧ୍ୟରେ ପୁଲିସ ଗ୍ରେନେଡ୍ ନୁଟ୍ରାଲାଇଜ୍ କରିଥିଲା । ତେବେ ଆତଙ୍କୀଙ୍କ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ । ଏହାପରେ ଆତଙ୍କୀମାନେ ସେଠାରୁ ଫେରାର୍ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking