34.1 C
Bhubaneswar
Friday, October 18, 2024
Homeଓଡିଶାତେଜିଲା ବିଜେଡିର ସତ୍ୟବାଦୀ କଳି

ତେଜିଲା ବିଜେଡିର ସତ୍ୟବାଦୀ କଳି

ଓଡିଶା : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ  ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାସାମନ୍ତ ରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏଆସେ ନାହିଁ କହିଲେ ବିଧାୟକ ଉମାସାମନ୍ତ ରାୟ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ପଚାରିଲେ ଉମା । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଲେ ଉମା । ସତ୍ୟବାଦୀ କହିଲେ ଉମା ସାମନ୍ତରାୟ ବୋଲି ଦମ୍ଭୋକ୍ତି କଲେ । ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ନେଇ ସଂଜୟଙ୍କ ଭିଡିଓ ଭାଇରାଲ ହୋଇଥିଲା । ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଂଞ୍ଜୟ କହୁଥିବା ଦେଖାଯାଇଥିଲା । ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା କହିଥିôଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking