27.1 C
Bhubaneswar
Saturday, October 19, 2024
Homeଓଡିଶାଏପ୍ରିଲ ୩ରୁ ୯ ଯାଏ ଜାପାନ ଯିବେ ‘ଟିମ୍ ନବୀନ’

ଏପ୍ରିଲ ୩ରୁ ୯ ଯାଏ ଜାପାନ ଯିବେ ‘ଟିମ୍ ନବୀନ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ୯ ଯାଏ ଜାପାନ ଗସ୍ତରେ ଯିବେ । ଏହି ଛଅ ଦିନିଆ ଗସ୍ତକାଳରେ ସେ ଜାପାନର ଟୋକିଓ, କ୍ୟୁଟୋ ଓ ଅନ୍ୟ କିଛି ସହରକୁ ଯାଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କିଛି ପ୍ରମୁଖ ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ପୋଷାକ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିବେ । ପୂର୍ବରୁ ‘ଟିମ୍ ନବୀନ’ ଦୁବାଇ, ଇଟାଲି ଆଦି ଦେଶ ସହ ଭାରତର ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବଦ ଭଳି ବଡ଼ ସହର ଗସ୍ତ କରି ଇନଭେଷ୍ଟର୍ସ ମିଟ୍ ଆୟୋଜନ କରିଥିଲେ । ବହୁ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ବି ରାଜ୍ୟକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking